ନୂଆଦିଲ୍ଲୀସ୍ଥିତ ଗାନ୍ଧୀ-କିଙ୍ଗ୍ ମେମୋରିଆଲ ପ୍ଲାଜାରେ ‘ଖଦି: ସ୍ୱାଧୀନତାର କପଡ଼ା, ଫ୍ୟାସନର ଭାଷା’ ଶୀର୍ଷକ ଏହି ପ୍ରଦର୍ଶନୀକୁ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ଉଦ୍ ଘାଟନ କରିଥିଲେ।

ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର (ଆଇଆଇସି)ର ନିର୍ଦ୍ଦେଶକ କେଏନ୍ ଶ୍ରୀବାସ୍ତବଙ୍କ ଉପସ୍ଥିତିରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ଗାନ୍ଧୀ-କିଙ୍ଗ୍ ମେମୋରିଆଲ ପ୍ଲାଜାରେ ‘ଖଦି: ସ୍ୱାଧୀନତାର କପଡ଼ା, ଫ୍ୟାସନ୍ ଭାଷା’…