ଜାତୀୟ କ୍ରୀଡ଼ା ଶାସନ ବିଲ୍ ୨୦୨୪ ର ଡ୍ରାଫ୍ଟ ଉପରେ ଖେଳାଳି ଓ ପ୍ରଶିକ୍ଷକଙ୍କ ସହ ଅଂଶୀଦାର ପରାମର୍ଶ ବୈଠକରେ ଡ. ମନସୁଖ ମାଣ୍ଡଭିଆ ଅଧ୍ୟକ୍ଷତା କରିଥିଲେ

ଆମେ ଆମ ପ୍ରଶିକ୍ଷକମାନଙ୍କୁ ଯେତେ ସଶକ୍ତ କରିବୁ, ସେମାନେ ଦେଶ ପାଇଁ ଉତ୍କୃଷ୍ଟ ଆଥଲେଟ୍ ସୃଷ୍ଟି କରିବାରେ ସକ୍ଷମ ହେବେ: ଡ. ମାଣ୍ଡଭିଆ କ୍ରୀଡ଼ାବିତ୍ଙ୍କ ବିକାଶ ଓ…