ବିଜେଡିର ସରକାର ପତନ ପରେ BSKY ସ୍ୱାସ୍ଥ୍ୟ କାର୍ଡ କୁ କିଛି ଘରୋଇ ଡାକ୍ତରଖାନା ମାନେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛି ଅଭିଯୋଗ ଆସିଛି । BJP ସରକାର ଏହି ଯୋଜନା ଉପରେ ପରବର୍ତ୍ତୀ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ କାର୍ଡଧାରୀଙ୍କ ଚିକିତ୍ସା ଯୋଗାଇ ଦେବା ଜାରି ରଖିବାକୁ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ହିତାଧିକାରୀଙ୍କ ଚିକିତ୍ସା ବିନା ବ୍ୟସ୍ତ ଓ ବାଧାରେ ଏହି ସେବା ପାଇପାରିବାର ବଞ୍ଚିତ ଯେପରି ନ ହୁଅନ୍ତି
ହିତାଧିକାରୀଙ୍କ ଚିକିତ୍ସା ବିନା ବ୍ୟସ୍ତ ଓ ବାଧାରେ ଏହି ସେବା ପାଇପାରିବାର ବଞ୍ଚିତ ଯେପରି ନ ହୁଅନ୍ତି ସେଥିପ୍ରତି ଯତ୍ନ ବାନ ହେବାକୁ ହସ୍ପିଟାଲର କତୃପକ୍ଷ ଙ୍କୁ ସଚେତନ କରାଯାଇଛି।
କିଛି ଲୋକ SOCIAL MEDIA ରେ ଗୁଜବ ମଧ୍ୟ ଖେଳାଉଛନ୍ତି କି ଆଉ BSKY ସ୍ୱାସ୍ଥ୍ୟ କାର୍ଡ କାମ ଦେଉନି ।ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ରାଜ୍ୟପାଳ ରଗୁବର ଦାସ ଏ ସମ୍ପର୍କରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

ବର୍ତମାନ୍ ବନ୍ଧ ହେବନି BSKY CARD
ଭିଡିଓ ବାର୍ତ୍ତା ଜାରି କରାଯାଇଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କ BSKY କାର୍ଯ୍ୟକ୍ଷମ ଉପରେ କହିଛନ୍ତି ଯେ ଏହା ଏକ ସରକାରୀ ଯୋଜନା ଏହା କେବେବି ବର୍ତମାନ୍ ବନ୍ଧ ହେବନି ଯେ ପର୍ଯ୍ୟନ୍ତ ବିଜେପି ସରକାର ସପଥ ନ କରିଛି ।କୌଣସି ବିଏସକେୱାଇ କାର୍ଡଧାରୀଙ୍କୁ ଚିକିତ୍ସା ପାଇଁ ମନା କେହି ବି ମନା କରିପାରିବେ ନାହିଁ କିମ୍ବା ସେମାନଙ୍କ ଚିକିତ୍ସା ବନ୍ଦ କରିପାରିବେ ନାହିଁ ।
ବିଏସ୍କେୱାଇ କୁ ନେଇ ମୁଖ୍ୟ ଶାସନ ସଚିବ ପିକେ ଜେନା ମଧ୍ୟ ଏହି କଥା କହିଛନ୍ତି।ରାଜ୍ୟପାଳ କହିଛନ୍ତି କି ରୋଗୀଙ୍କ ଚିକିତ୍ସାରେ ଅବହେଳା ହୋଇନାହିଁ
ହିତାଧିକାରୀଙ୍କ ଚିକିତ୍ସା ବିନା ବ୍ୟସ୍ତ ଓ ବାଧାରେ ଏହି ସେବା ପାଇପାରିବାର ବଞ୍ଚିତ ଯେପରି ନ ହୁଅନ୍ତି ସେଥିପ୍ରତି ଯତ୍ନ ବାନ ହେବାକୁ ହସ୍ପିଟାଲର କତୃପକ୍ଷ ଙ୍କୁ ସଚେତନ କରାଯାଇଛି।
କିଛି ଲୋକ SOCIAL MEDIA ରେ ଗୁଜବ ମଧ୍ୟ ଖେଳାଉଛନ୍ତି କି ଆଉ BSKY ସ୍ୱାସ୍ଥ୍ୟ କାର୍ଡ କାମ ଦେଉନି ।ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ରାଜ୍ୟପାଳ ରଗୁବର ଦାସ ଏ ସମ୍ପର୍କରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
BSKY କାର୍ଡକୁ ଯେପରି ସମସ୍ତେ ବ୍ୟବହାର କରୁଥିଲେ ସେମିତି କରିପାରିବେ ଏବଂ ହିତାଧିକାରୀମାନେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ମୁଖ୍ୟ ଶାସନ ସଚିବ ପିକେ ଜେନାଙ୍କୁ କହିଛନ୍ତି।
ଭିଡିଓ ବାର୍ତ୍ତା ଜାରି କରାଯାଇଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କ BSKY କାର୍ଯ୍ୟକ୍ଷମ ଉପରେ କହିଛନ୍ତି ଯେ ଏହା ଏକ ସରକାରୀ ଯୋଜନା ଏହା କେବେବି ବର୍ତମାନ୍ ବନ୍ଧ ହେବନି ଯେ ପର୍ଯ୍ୟନ୍ତ ବିଜେପି ସରକାର ସପଥ ନ କରିଛି ।କୌଣସି ବିଏସକେୱାଇ କାର୍ଡଧାରୀଙ୍କୁ ଚିକିତ୍ସା ପାଇଁ ମନା କେହି ବି ମନା କରିପାରିବେ ନାହିଁ କିମ୍ବା ସେମାନଙ୍କ ଚିକିତ୍ସା ବନ୍ଦ କରିପାରିବେ ନାହିଁ ।ଅଧିକ ପଢନ୍ତୁ