NEET (NTA) (UG)2024 ର ପରୀକ୍ଷା କେନ୍ଦ୍ର ସୂଚନା

NEET (NTA) (UG)2024 ର ପରୀକ୍ଷା କେନ୍ଦ୍ର ସୂଚନା
NEET (NTA) (UG)2024 ର ପରୀକ୍ଷା କେନ୍ଦ୍ର ସୂଚନା

NEET (NTA) (UG)2024 ର ପରୀକ୍ଷା କେନ୍ଦ୍ର ସୂଚନା

NTA ବାହର କଲା ନିଟ୍ 2024 ର ପରୀକ୍ଷା ସେଣ୍ଟର ସୂଚନା ।
ସର୍ବ ଭାରତୀୟ ସ୍ତରରେ ନିଟ୍ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଭାରତ ର ବିଭିନ୍ନ ସହର ରେ ପରୀକ୍ଷା କେନ୍ଦ୍ର ମାନ ସ୍ଥିର ହୋଇ ଅଛି ।ଯେଉଁ ପରୀକ୍ଷାର୍ଥୀ ରେଜିଷ୍ଟ୍ରେସନ୍ କରି ଫି ଭରି ଦେଉଥିବେ ସେହିମାନଙ୍କୁ NTA ପରୀକ୍ଷା କେନ୍ଦ୍ର ର ଅବସ୍ଥିତି ସୂଚନା ଗତ 24/4/2024 ରେ ତା ସାଇଟ୍ ରେ ପ୍ରକାଶିତ କରିସାରିଛି ।ଆପଣ ମାନେ ଦିଆ ଯାଇଥିବା ସାଇଟ୍ ରେ ଡାଉନଲୋଡ କରିପାରିବେ। neet.ntaonline.in.
ଆପଣ ମାନେ ଜାଣନ୍ତି ଯେ ଏହି ବର୍ଷ ଭାରତ ରେ 571 ଟି ସହର ଓ 14 ବାହାର ଦେଶରେ ସହର ରେ ଏହି ପରୀକ୍ଷା ର ଆୟୋଜନ NTA କରିଛି ତେଣୁ ପରୀକ୍ଷା ହେବା ର 10 ରୁ 12 ଦିନ ପୂର୍ବରୁ ପରିକ୍ଷା କେନ୍ଦ୍ର ର ଅବସ୍ଥିତି ସମ୍ଵନ୍ଧୀୟ ପ୍ରାକ୍ ସୂଚନା ତାର ସମସ୍ତ ପରୀକ୍ଷାର୍ଥୀ ଙ୍କୁ ଅବଗତ କରାଇଛି ।
ପରୀକ୍ଷାର୍ଥୀ ମାନେ କେମିତି ପରୀକ୍ଷା ସେଣ୍ଟର ଅବସ୍ଥିତି ସୂଚନା ଡାଉନ ଲୋଡ କରିବାକୁ ହେବ ତାହା ତାହା nta ସାଇଟ୍ ରେ କୁହାଯାଇଛି । ପ୍ରଥମ ପରୀକ୍ଷାର୍ଥୀ ମାନେ NTA ସାଇଟ୍ ରେ ରେଜିଷ୍ଟ୍ରେସନ୍ ନମ୍ବର ଓ ପାସ ୱାର୍ଡ ଦେଇ ଲଗ୍ ଇନ୍ କରି ସିଟିଇନ୍ଟିମେସନ ସ୍ଲିପ୍ ଡାଉନ୍ ଲୋଡ କରିନିଅନ୍ତୁ ।
ସର୍ବ ଭାରତୀୟ ସ୍ତରରେ NTA (UG )2024 NEET ପରିକ୍ଷା ଦେଶର ବିଭିନ୍ନ ସହରରେ ପରିକ୍ଷା ପରିଚାଳନା କେନ୍ଦ୍ର ମାନ ସ୍ଥିର କରି ମେ 5 ତାରିଖ 2 PM ରୁ 5.20 pm ପରିକ୍ଷା ନିଧାର୍ଯ୍ୟ ହୋଇଛି । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀ ମାନେ ଡାକ୍ତରୀ ପାଠ୍ଯକ୍ରମ ରେ ବିଭିନ୍ନ ବିଭାଗ ରେ ନାମ ଲେଖାଇବା ପାଇଁ ସଫଳ ହେବେ । ତେଣୁ ପରୀକ୍ଷାର୍ଥୀ ମାନେ ଏହି ଲେଖା ଟିକୁ ଅଣଦେଖା ନ କରିବାକୁ ଅନୁରୋଧ ।
0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x