ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କରେ ନୂଆ ଅପଡେଟ୍

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଅଧୀନରେ ୩୪ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ସୃଷ୍ଟି ।

୭ କୋଟିରୁ ଅଧିକ କାର୍ଡ ହିତାଧିକାରୀ (ହସ୍ପିଟାଲରେ ଭର୍ତ୍ତି ହେଲେ) ୧୦୦ କୋଟି ଟଙ୍କା ଖର୍ଚ୍ଚ । ଏହି ଯୋଜନାଅଧୀନରେ ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଅଧୀନରେ ୩୦.୦୬.୨୦୨୪ ସୁଦ୍ଧା ଦେଶରେ ୩୪.୭ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଛି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଅଧୀନରେ ୩୦.୦୬.୨୦୨୪ ସୁଦ୍ଧା ଦେଶରେ ୩୪.୭ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ସୃଷ୍ଟି କରାଯାଇଛି। ଏବି-ପିଏମଜେଏୱାଇ ଅଧୀନରେ ସୃଷ୍ଟି ହୋଇଥିବା ଆୟୁଷ୍ମାନ କାର୍ଡର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଅନୁଯାୟୀ ବିବରଣୀ ଅନୁବନ୍ଧକ ୧ରେ ଅଛି । ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଓଡ଼ିଶା ଏନସିଟିବ୍ୟତୀତ ୩୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।

୩୦.୦୬.୨୦୨୪ ସୁଦ୍ଧା ସମୁଦାୟ ୭.୩୭ କୋଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଯୋଜନାଅଧୀନରେ ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଯୋଜନା ଅଧୀନରେ ଅନୁମୋଦିତ ହସ୍ପିଟାଲରେ ଆଡମିସନ୍ ସଂଖ୍ୟାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଭିତ୍ତିକ ବିବରଣୀ ଆନେକ୍ସର-୨ରେ ରହିଛି।

ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ଯେକୌଣସି ସମୟରେ ଅର୍ଥାତ୍ ବର୍ଷସାରା ନିଜର ଆୟୁଷ୍ମାନ କାର୍ଡ ତିଆରି କରିପାରିବେ। ଯୋଗ୍ୟ ହିତାଧିକାରୀମାନେ ଆୟୁଷ୍ମାନ ଆପ୍ ବ୍ୟବହାର କରି ନିଜେ କାର୍ଡ ତିଆରି କରିପାରିବେ କିମ୍ବା ନିକଟସ୍ଥ ସିଏସସି କିମ୍ବା ତାଲିକାଭୁକ୍ତ ଡାକ୍ତରଖାନାକୁ ଯାଇ ନିଜର ଆୟୁଷ୍ମାନ କାର୍ଡ ତିଆରି କରିପାରିବେ

ଏବି-ପିଏମଜେଏୱାଇ ର ଲକ୍ଷ୍ୟ ହେଉଛି ଭାରତର ଜନସଂଖ୍ୟାର ନିମ୍ନ ୪୦% ଥିବା ୧୨.୩୪ କୋଟି ପରିବାରର ପ୍ରାୟ ୫୫ କୋଟି ହିତାଧିକାରୀ

ଏବି-ପିଏମଜେଏୱାଇ ର ଲକ୍ଷ୍ୟ ହେଉଛି ଭାରତର ଜନସଂଖ୍ୟାର ନିମ୍ନ ୪୦% ଥିବା ୧୨.୩୪ କୋଟି ପରିବାରର ପ୍ରାୟ ୫୫ କୋଟି ହିତାଧିକାରୀଙ୍କୁ ମାଧ୍ୟମିକ ଏବଂ ତୃତୀୟ ସ୍ତରୀୟ ଚିକିତ୍ସା ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା । ଯୋଗ୍ୟ ହିତାଧିକାରୀମାନେ ଦେଶର ୨୯,୦ରୁ ଅଧିକ ତାଲିକାଭୁକ୍ତ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ବନ୍ଧୀୟ କ୍ୟାସଲେସ୍ ଏବଂ କାଗଜବିହୀନ ସ୍ୱାସ୍ଥ୍ୟ ସେବା ପାଇପାରିବେ । ସଦ୍ୟତମ ନ୍ୟାସନାଲ ମାଷ୍ଟର ଅଫ୍ ଦି ହେଲଥ ବେନିଫିଟ ପ୍ୟାକେଜ୍ (ଏଚବିପି)ରେ ଏହି ଯୋଜନା ଜେନେରାଲ ମେଡିସିନ, ସର୍ଜରୀ, କାର୍ଡିଓଲୋଜି, ଅନ୍କୋଲୋଜି ଇତ୍ୟାଦି ସମେତ ୨୭ଟି ମେଡିକାଲ ସ୍ପେସିଆଲିଟିରେ ୧୯୪୯ ପ୍ରକ୍ରିୟା ସମ୍ବନ୍ଧୀୟ ନଗଦ ବିହୀନ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛି

ଏବି-ପିଏମଜେଏୱାଇ ଅଧୀନରେ ତିଆରି ହୋଇଥିବା ଆୟୁଷ୍ମାନ କାର୍ଡର ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳଅନୁଯାୟୀ ବିବରଣୀ

State/UTNumber of authorized hospital admissions
Andaman And Nicobar Islands2,912
Andhra Pradesh6,549,443
Arunachal Pradesh2,807
Assam1,138,225
Bihar1,130,122
Chandigarh50,749
Chhattisgarh6,036,955
DNH & DD129,002
Goa7,105
Gujarat5,537,440
Haryana1,560,290
Himachal Pradesh280,605
Jammu And Kashmir1,313,376
Jharkhand2,094,180
Karnataka8,693,558
Kerala6,265,298
Ladakh15,381
Lakshadweep1,065
Madhya Pradesh4,278,784
Maharashtra1,941,236
Manipur164,850
Meghalaya822,207
Mizoram130,184
Nagaland72,703
Puducherry89,511
Punjab2,136,925
Rajasthan5,420,065
Sikkim20,520
Tamil Nadu10,371,732
Telangana1,662,356
Tripura336,073
Uttar Pradesh4,356,280
Uttarakhand1,168,945

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଗଣପତରାଓ ଯାଦବ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x