୨୦୨୪-୨୫ ବର୍ଷ ପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗର ସପ୍ତମ ବୈଠକ ୧୬.୧୦.୨୦୨୪ରେ ଅଧ୍ୟକ୍ଷ ଶ୍ରୀ ଇକବାଲ ସିଂ ଲାଲପୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଚିବ ଶ୍ରୀମତୀ ନୀଲମ ସାମି ରାଓ ଏବଂ ଜାତୀୟ ସଂଖ୍ୟାଲଘୁ ଆୟୋଗର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଆୟୋଗ ଅଧ୍ୟକ୍ଷ ଏବଂ ପ୍ରତ୍ୟେକ ସଦସ୍ୟଙ୍କ ଟୁର୍ ରିପୋର୍ଟକୁ ବିଚାରକୁ ନେଇ ଆଲୋଚନା ପରେ ସୁପାରିସ ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପଢନ୍ତୁ
Subscribe
Login
0 Comments
Oldest