ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ରାଜ୍ୟ/ଜିଲ୍ଲା ନୋଡାଲ ଅଫିସରଙ୍କ ପାଇଁ ସମନ୍ଵିତ ନମୁନା ସର୍ବେକ୍ଷଣ ଉପରେ କର୍ମଶାଳା ଓ ପ୍ରଶିକ୍ଷଣ ଆଜି ଅନୁଷ୍ଠିତ ହୋଇଯାଇଛି

ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ରାଜ୍ୟ/ଜିଲ୍ଲା ନୋଡାଲ ଅଫିସରଙ୍କ ପାଇଁ ସମନ୍ଵିତ ନମୁନା ସର୍ବେକ୍ଷଣ ଉପରେ କର୍ମଶାଳା ଓ ପ୍ରଶିକ୍ଷଣ ଆଜି ଅନୁଷ୍ଠିତ ହୋଇଯାଇଛି


ଜୁନ୍ ୬, ୨୦୨୪ରେ ଲଦାଖର ଲେହଠାରେ ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ରାଜ୍ୟ/ଜିଲ୍ଲା ନୋଡାଲ ଅଫିସରଙ୍କ ପାଇଁ ସମନ୍ୱିତ ନମୁନା ସର୍ବେକ୍ଷଣ (ଆଇଏସଏସ) ଉପରେ ଏକ କର୍ମଶାଳା ଓ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ପଶୁପାଳନ ଓ ଦୁଗ୍ଧ ବିଭାଗର ଉପଦେଷ୍ଟା (ପରିସଂଖ୍ୟାନ) ଶ୍ରୀ ଜଗତ ହଜାରିକା ଉଦ୍ ଘାଟନ କରିଥିଲେ।

କର୍ମଶାଳା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ରାଜ୍ୟ ଏବଂ ଜିଲ୍ଲା ନୋଡାଲ ଅଫିସରମାନଙ୍କୁ ଇଏଲଆଇଏସଏସ ଆପ୍ଲିକେସନ୍ ଉପରେ ଅପଡେଟ୍ କରିବା, ଗୁରୁତ୍ୱପୂର୍ଣ୍ଣ ଡାଟା ବ୍ୟବଧାନ ଚିହ୍ନଟ କରିବା ଏବଂ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରମୁଖ ପଶୁସମ୍ପଦ ଉତ୍ପାଦ ଡାଟାର ସଠିକ ରିପୋର୍ଟିଂ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ପ୍ରସ୍ତାବ ଦେବା ।

ଏହି କର୍ମଶାଳାରେ ଭାରତ ସରକାରଙ୍କ ଡିଏଏଚଡିର ନିର୍ଦ୍ଦେଶକ (ଏଏଚଏସ) ଭିପି ସିଂ, ପଶୁ/ମେଣ୍ଢା ପାଳନ ନିର୍ଦ୍ଦେଶକ ଡ. ମହମ୍ମଦ ଇକବାଲ ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x