ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଥିବାରୁ ଗୁକେଶ ଡିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କର ଏହି ସଫଳତାକୁ ଐତିହାସିକ ଏବଂ ଉଦାହରଣୀୟ ବୋଲି ପ୍ରଶଂସା କରିଛନ୍ତି।
ଇଣ୍ଟରନ୍ୟାସନାଲ ଚେସ୍ ଫେଡେରେସନ୍ ହ୍ୟାଣ୍ଡେଲ ର ଏକ୍ସ ରେ ଏକ ପୋଷ୍ଟର ଜବାବ ଦେଇ ଶ୍ରୀ ମୋଦୀ କହିଛନ୍ତି:
“ଐତିହାସିକ ଏବଂ ଉଦାହରଣୀୟ!
ଗୁକେଶ ଡିଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ । ଏହା ତାଙ୍କ ଅତୁଳନୀୟ ପ୍ରତିଭା, କଠିନ ପରିଶ୍ରମ ଏବଂ ଅତୁଟ ସଂକଳ୍ପର ଫଳ ।
ତାଙ୍କର ଏହି ବିଜୟ କେବଳ ଚେସ୍ ଇତିହାସରେ ନିଜ ନାମ ଲେଖାଇ ନାହିଁ ବରଂ ଲକ୍ଷ ଲକ୍ଷ ଯୁବମନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଦେଇଛି।
ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା । @DGukesh । ଅଧିକ ପଢନ୍ତୁ
Historic and exemplary!
— Narendra Modi (@narendramodi) December 12, 2024
Congratulations to Gukesh D on his remarkable accomplishment. This is the result of his unparalleled talent, hard work and unwavering determination.
His triumph has not only etched his name in the annals of chess history but has also inspired millions… https://t.co/fOqqPZLQlr pic.twitter.com/Xa1kPaiHdg