ଶାସକ ଦଳର ନୂତନ ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ଙ୍କ ଦ୍ବାରା ବାହlନଗା ବ୍ଲକ ରେ ଉନ୍ନୟନ ମୂଳକ କାମର ସମୀକ୍ଷା ଓ ସମ୍ବର୍ଦ୍ଦନା ପ୍ରଦାନ

ଶାସକ ଦଳର ନୂତନ ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ଙ୍କ ଦ୍ବାରା ବାହlନଗା ବ୍ଲକ ରେ ଉନ୍ନୟନ ମୂଳକ କାମର ସମୀକ୍ଷା ଓ ସମ୍ବର୍ଦ୍ଦନା ପ୍ରଦାନ

ବାହାନଗା : ସାଧାରଣ ର୍ନିବାଚନ ସରିବା ପରେ ନୂତନ ବିଧାୟକ ମାନେ ବିଧାନସଭା ରେ ଶପଥ ନେଇସାରିଛନ୍ତି । ସପଥ ନେବା ପରେ ର୍ନିବାଚିତ ହୋଇ ଥୂବା ବିଧାୟକ ମାନେ ନିଜ ଅଞ୍ଚଳରେ ଥିବା ବ୍ଳକ ଡାକ୍ତରଖାନା ଆଦି କାର୍ଯ୍ୟାଳୟକୁ ସମିକ୍ଷା ଓ ପରିଦର୍ଶନ ରେ ଯାଉଛନ୍ତି । ଏହି ପରିପ୍ରେକ୍ଷ ରେ ଜିଲା ର ନୀଳଗିରି ର୍ନିବାଚନ ମଣ୍ଡଳୀ ର ନୂତନ ସରକାରୀ ଦଳର ବିଧାୟକ ଭାବେ ସନ୍ତୋଷ ଖଟୁଆ ର୍ନିବାଚିତ ହୋଇଛନ୍ତି । ସେ ନିବାଚିତ ହେବାର ପରେ ତାଙ୍କ ର୍ନିବାଚନ ମଣ୍ଡଳୀରରେ ବ୍ଳକ ଠାରୁ ଅନ୍ୟ ଅଫିସି ମାନଙ୍କରେପହ ବିଭିନ୍ନ କାମ ଉପରେ ସମିକ୍ଷା କରୁଛନ୍ତି ।

ନୀଳଗିରି ର୍ନିବାଚନ ମଣ୍ଡଳୀ ସହିତ ସାମିଲି ଥିବା ସୋର ର୍ନିବାଚନ ମଣ୍ଡଳୀ ବାହାନଗା ବ୍ଳକ ର ୫ ଟି ପଞ୍ଚାୟତ ରେ ତାଙ୍କ ଅଧିନରେ ରହୁଛି ।

ସେହି ଅନୁଯାଇ ନୀଳଗିରି ର୍ନିବାଚନ ମଣ୍ଡଳୀ ସହିତ ସାମିଲି ଥିବା ସୋର ର୍ନିବାଚନ ମଣ୍ଡଳୀ ବାହାନଗା ବ୍ଳକ ର ୫ ଟି ପଞ୍ଚାୟତ ରେ ତାଙ୍କ ଅଧିନରେ ରହୁଛି । ସେଥୁନିମନ୍ତେ ନବର୍ନିବାଚିତ ଶାସକ ଦଳର ନୂତନ ବିଧାୟକ ବାହାନଗା ବ୍ଳକ ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ କାମ ର ସମିକ୍ଷା କରିବା ସହିତ ତାଙ୍କୁ ବ୍ଳକ ପକ୍ଷରୁ ସମ୍ବର୍ଦ୍ଦନା ପ୍ରଦାନ କରାଯାଇ ଥିଲା । ବ୍ଳକର ୨୪ ଟି ପ ।ୟତ ରେ କିପରି ସରକାର ଙ୍କ ବିଭିନ୍ନ ଯୋଜନା କୁ ତ୍ବରାନିତ କରାଯିବ ସେବାବଦରେ ବ୍ଳକ ପ୍ରଶାସନ ଓ ଯନ୍ତ୍ରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ

ବ୍ଲକ ପ୍ରଶାସନ ପକ୍ଷରୁ ଶାସକ ଦଳର ବିଧାୟକ ସନ୍ତୋଷ ଖଟୁଆଙ୍କୁ ଫୁଲତୋଢା ଦେଇ ସ୍ବାଗତ କରିଥିଲେ ।

ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ଶାସକ ଦଳର ବିଧାୟକ ସନ୍ତୋଷ ଖଟୁଆଙ୍କୁ ଫୁଲତୋଢା ଦେଇ ସ୍ବାଗତ କରିଥିଲେ । ପରେ ବିଭିନ୍ନ ବିଭାଗ ର ଅଧିକାରୀ ଓ ଯନ୍ତ୍ରୀ ମାନେ ନବର୍ନିବାଚିତ ବିଧାୟକ ଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂତନ ବିଧାୟକ ଖଟୁଆ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ଥିଲେ । ବୈଠକରେ ସଭାପତିତ୍ୱ କରିଥିଲେ ବିଡିଓ ରବିନ୍ଦ୍ର କୁମାର ସେଠୀ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ବିଶ୍ବନାଥ ମିଶ୍ର ଯୋଗ ଦେଇ ବ୍ଳକର ସମସ୍ତ ଅଧିକାରୀ ମାନଙ୍କୁ ଠିକ୍ ଭାବେ ନିଜର କାର୍ଯ୍ୟ ତୁଲାଇବା ପାଇଁ ତାଗିଦ୍ କରିଥିଲେ । ନଚେତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇ ଥ‌ିବ ।

ବିଧାୟକ ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କ ସହିତ ପରିଚିତ ହେବା ସହିତ ବାହାନଗା ବ୍ଳକ ଯେପରି ଏକ ଆଦର୍ଶ ବ୍ଲକ ଭବରେ ଛିଡା ହେବେ ସେଥିପାଇଁ ସେ ମାର୍ଗ ଦର୍ଶନ ଦେଇଥିଲେ ।

ସେହିପରି ଉପାଧ୍ଯକ୍ଷା ବାସନ୍ତୀ ପତ୍ରି, ଅତିରିକ୍ତ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଦାସ, ମେଡିକାଲ ଅଫିସର ଧୂରେଶ ସଡଙ୍ଗୀ, ସାଂସଦ ଙ୍କ ପ୍ରତିନିଧୁ ବୈରାଗି ଚରଣ ବେହେରା ପ୍ରମୁଖ ଯୋଗ ଦେଇ ନୂତନ ସରକାରଙ୍କ ଯୋଜନା ଗୋଡିକୁ ଯେପରି ଠିକ୍ ଭାବେ କାର୍ଯ୍ୟକାରୀ କରା‌ଯିବ ଓ ସାଧାରଣ ଲୋକ ମାନଙ୍କୁ ହଇରାଣ ନକରିବାକୁ ଅଧିକାରି ମାନଙ୍କୁ ତାଗିଦ୍ କରିଥିଲେ । ଏଥିରେ ମିଶନ ଶକ୍ତି ବିଭାଗ, ସମସ୍ତ ବିଭାଗର ଅଧୁକାରିଣୀ, ବିଦ୍ୟୁତ ବିଭାଗ. କୃଷୀ ବିଭାଗର ଅଧୁକାରୀ, ଉଦ୍ୟାନ ବିଭାଗ ସମେତ ବ୍ଳକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବିଧାୟକ ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କ ସହିତ ପରିଚିତ ହେବା ସହିତ ବାହାନଗା ବ୍ଳକ ଯେପରି ଏକ ଆଦର୍ଶ ବ୍ଲକ ଭବରେ ଛିଡା ହେବେ ସେଥିପାଇଁ ସେ ମାର୍ଗ ଦର୍ଶନ ଦେଇଥିଲେ ।ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x