ବିଜେପି କ୍ଷମତାକୁ ଆସିବାର ଦିବାସ୍ୱପ୍ନ ଦେଖୁଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ ପଟ୍ଟନାୟକ ବିଜେପି କୁ ଘାଇଲା କରିଛନ୍ତି କାରଣ ଜୁନ୍ ୧୦ତାରିଖରେ ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବାର ଅଳ୍ପ କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଲାଟା ପ୍ରତିକ୍ରିୟା ରେ କହିଛନ୍ତି କି ଏହା ବିଜେପି ର ଦିବାସ୍ୱପ୍ନ ।

BJP ବୟାନ ବାଜି ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଲାଟା ପ୍ରତିକ୍ରିୟା

ବ୍ରହ୍ମପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୁନ୍ ୪ ତାରିଖ ରାଜ୍ୟର ବିଜେଡି ସରକାରର ଶେଷ ତାରିଖ।

ନବୀନ ପଟ୍ଟନାୟକ ବିଜେପି କୁ ଘାଇଲା କରିଛନ୍ତି କାରଣ ଜୁନ୍ ୧୦ତାରିଖରେ ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବାର ଅଳ୍ପ କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଲାଟା ପ୍ରତିକ୍ରିୟା ରେ କହିଛନ୍ତି କି ଏହା ବିଜେପି ର ଦିବାସ୍ୱପ୍ନ ।

 

ଜୁନ୍ ୯ ରେ ଓଡ଼ିଶାରେ ଷଷ୍ଠ ଥର ପାଇଁ ଶଙ୍ଖ ବାଜିବ । ଓ ଓଡିଶା ବାଶୀ ଙ୍କ ପ୍ରିୟ ଶଙ୍ଖ ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୧ଟା ୩୦ ବାଜିବ ।

5T ଅଧ୍ୟକ୍ଷ V K Pandian ଓ CM ନବୀନ ପଟ୍ଟନାୟକ ଭବାନୀପାଟଣାରୁ ଖରିଆରଠାରେ ଏକ ନିର୍ବାଚନୀ ସଭାକୁ ଯାଉଥିବା ବେଳେ ଭିକେ ପାଣ୍ଡିଆନ୍ ରାଜ୍ୟରେ ବିଜେପିର ସରକାର ଗଠନ ହବାର PM ଙ୍କ ଇଚ୍ଛା ର ଦାବି ସମ୍ପର୍କରେ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ ।
ବ୍ରହ୍ମପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୪ ହେଉଛି ରାଜ୍ୟରେ ବିଜେଡି ସରକାରର ଶେଷ ତାରିଖ। ଆସନ୍ତା ୧୦ ତାରିଖରେ ଓଡ଼ିଶାରେ ଶପଥ ନେବ ବିଜେପି ସରକାର ।
ପ୍ରଧାନମନ୍ତ୍ରୀଙ୍କ କହିଥିବା କଥା ର କଡ଼ା ସଜବାବ ଦେଇ ୫ଟି ଅଧ୍ୟକ୍ଷ VK Pandian ଭବାନୀପାଟଣା ବୈଠକରେ କହିଛନ୍ତି ଯେ ଜୁନ୍ ୯ ରେ ଓଡ଼ିଶାରେ ଷଷ୍ଠ ଥର ପାଇଁ ଶଙ୍ଖ ବାଜିବ । ଓ ଓଡିଶା ବାଶୀ ଙ୍କ ପ୍ରିୟ ଶଙ୍ଖ ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୧ଟା ୩୦ ବାଜିବ ।

ଶ୍ରୀ ଜଗନ୍ନାଥ ଙ୍କ କୃପା ନିଶ୍ଚିତ ରହିଛି । ପୁଣି ସେ ଷଷ୍ଟ ଥର ODISHA ରେ ମୁଖ୍ୟ ଭାବେ ମନ୍ତ୍ରୀ ସପଥ ନେବେ ।

ଓଡିଶା ପୁଣି ଥରେ ଇତିହାସ୍ ରଚନା କରିବାକୁ ଯାଉଛନ୍ତି ନବୀନ୍ ପଟ୍ଟନାୟକ କାରଣ ସେ ସେ ଯେଉଁ ଦିର୍ଘ 25 ବର୍ଷ ର ସେବା କରିଆସୁଛନ୍ତି ତାର ପ୍ରତିଫଳନ ହେବ ।ବଡ କଥା ହେଲା ତାଙ୍କ ଉପରେ ଶ୍ରୀ ଜଗନ୍ନାଥ ଙ୍କ କୃପା ନିଶ୍ଚିତ ରହିଛି । ପୁଣି ସେ ଷଷ୍ଟ ଥର ODISHA ରେ ମୁଖ୍ୟ ମନ୍ତ୍ରୀ ସପଥ ନେବେ ।

ଭବାନୀପାଟଣା ଓ ଖରିଆରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଜଣ ସାଧାରଣଙ୍କୁ କହିଛନ୍ତି କି ବିଜେପି କେବଳ ଭୋଟ ବେଳେ ଲୋକ ମାନଙ୍କ ପାଖରୁ ଆସେ ଆଉ ମିଛ ପ୍ରତିଶୃତି ଦେଇ ଚାଲି ଯାଆନ୍ତି କିନ୍ତୁ ଲୋକ ଠିକ୍ ଜାଣି ଛନ୍ତି ସେ କେମିତି ଲୋକ ମାନଙ୍କୁ ଭ୍ରମିତ କରି ବାକୁ ଚେଷ୍ଟା କରୁଛନ୍ତି ।ଯେଉଁ ସବୁ ଯୋଜନାର ସେ ଶୁଭାରମ୍ଭ କରିଥିଲେ ତାହା ଜନସାଧାରଣ ଙ୍କୁ କେମିତି ଲାଗୁଛି ସେ କହି ଥିଲେ । ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x