ବାଇଜୁଙ୍କ ସମ୍ପର୍କିତ ସଦ୍ୟ ଖବରକୁ ଖଣ୍ଡନ କଲା ଏମସିଏ

କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (ଏମ୍ସିଏ) ଦ୍ୱାରା ଚାଲିଥିବା ତଦନ୍ତରେ ବାଇଜୁଙ୍କୁ ଆର୍ଥିକ ଠକେଇରୁ ମୁକ୍ତ କରାଯାଇଛି ବୋଲି ନିକଟରେ ଖବର ପ୍ରକାଶ ପାଇଛି।

ଏଭଳି ରିପୋର୍ଟ ତଥ୍ୟଗତ ଭାବେ ଭୁଲ୍ ଓ ବିଭ୍ରାନ୍ତିକର ବୋଲି ସ୍ପଷ୍ଟ କରାଯାଇଛି। କମ୍ପାନି ଅଧିନିୟମ, ୨୦୧୩ ଅଧୀନରେ ଏମସିଏ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଏବେ ବି ଜାରି ରହିଛି ଏବଂ ବର୍ତ୍ତମାନ ସମୟରେ ଏହି ମାମଲାରେ କୌଣସି ଚୂଡ଼ାନ୍ତ ନିଷ୍ପତି ନିଆଯିବା ଉଚିତ ନୁହେଁ ।

ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଫଳରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଅନ୍ଧାର ଭିତରକୁ ଠେଲି ହୋଇଯାଇଛି

ଜରୁରୀକାଳୀନ ପରିସ୍ଥିତି ଆଉ କେବେ ଦେଖିବାକୁ ମିଳିବ ନାହିଁ, ଭାରତରେ ସାମ୍ବିଧାନିକ ଗଣତନ୍ତ୍ରର ମୂଳଦୁଆ ମଜଭୁତ: ଭିପି

ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ ମିଳିଲା ମିନିରତ୍ନ ମାନ୍ୟତା

କ୍ଷତିଗ୍ରସ୍ତ ପିଏସ୍ୟୁରୁ ମିନି ରତ୍ନ କମ୍ପାନିକୁ ସିଇଏଲ୍ ର ପରିବର୍ତ୍ତନକୁ ଭିପି ପ୍ରଶଂସା କରିଛନ୍ତି

ସିଇଏଲ୍ ର ସଫଳତା ହେଉଛି ଏକ ମାମଲା ଅଧ୍ୟୟନ, ଅନ୍ୟମାନଙ୍କ ଅନୁକରଣ ପାଇଁ ଏକ ଆଦର୍ଶ – ଭିପି

ବୈଜ୍ଞାନିକ, ବୈଷୟିକ ଜ୍ଞାନକୌଶଳ ବିଜ୍ଞାନୀମାନେ ହେଉଛନ୍ତି ନୂତନ ଭାରତ-ଭିପିର ମେରୁଦଣ୍ଡ ଓ ସ୍ଥାପକ

ଅକ୍ଷୟ ଶକ୍ତି କେବଳ ଏକ ବିକଳ୍ପ ନୁହେଁ; ଏହା ହେଉଛି ଭବିଷ୍ୟତ: ସୌର ଶକ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପାଇଁ ସିଇଏଲ୍ କୁ ପ୍ରଶଂସା କଲେ ଭିପି

ବ୍ୟାଟେରୀ ଟେକ୍ନୋଲୋଜି ଏବଂ ଚାର୍ଜିଂ ଭିତ୍ତିଭୂମି ର ବିକାଶ ପାଇଁ ଗବେଷଣା ପାଇଁ ଭିପିଙ୍କ ଆହ୍ୱାନ

ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ସିଇଏଲ୍ )ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା କାରଣରୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଅନ୍ଧାର ଭିତରକୁ ଖସି ଯାଇଥିଲା।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା କାରଣରୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଅନ୍ଧାର ଭିତରକୁ ଖସି ଯାଇଥିଲା। ଜରୁରୀକାଳୀନ ପରିସ୍ଥିତିର କଳା ଦିନକୁ ମନେ ପକାଇ ଶ୍ରୀ ଧନଖଡ଼ କହିଥିଲେ ଯେ ଜରୁରୀକାଳୀନ ଦିନଗୁଡ଼ିକ ଆଉ କେବେ ଦେଖିବାକୁ ମିଳିବ ନାହିଁ କାରଣ ଭାରତରେ ସାମ୍ବିଧାନିକ ଗଣତନ୍ତ୍ର ବହୁତ ଶକ୍ତିଶାଳୀ ଏବଂ ବର୍ତ୍ତମାନ ଗାଁ, ଷ୍ଟାରେ ସାମ୍ବିଧାନିକ ଭାବରେ ସୁନିଶ୍ଚିତ ହୋଇଛି।  ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x