ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ବାସଭବନରେ ପବିତ୍ର ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରିଥିଲେ ଯେ ଆମ ସମସ୍ତଙ୍କୁ ସୁଖ, ସମୃଦ୍ଧି ଏବଂ ଚମତ୍କାର ସ୍ୱାସ୍ଥ୍ୟ ଦିଅନ୍ତୁ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ବାସଭବନରେ ଗଣେଶ ପୂଜାରେ ଯୋଗ ଦେଇଥିଲେ।
ଭଗବାନ ଶ୍ରୀ ଗଣେଶ ଆମ ସମସ୍ତଙ୍କୁ ସୁଖ, ସମୃଦ୍ଧି ଏବଂ ଚମତ୍କାର ସ୍ୱାସ୍ଥ୍ୟ ଦିଅନ୍ତୁ।
“सरन्यायाधीश, न्यायमूर्ती डी वाय चंद्रचूड जी यांच्या निवासस्थानी गणेश पूजेत सामील झालो.
भगवान श्री गणेश आपणा सर्वांना सुख, समृद्धी आणि उत्तम आरोग्य देवो.” । ଅଧିକ ପଢନ୍ତୁ
Joined Ganesh Puja at the residence of CJI, Justice DY Chandrachud Ji.
— Narendra Modi (@narendramodi) September 11, 2024
May Bhagwan Shri Ganesh bless us all with happiness, prosperity and wonderful health. pic.twitter.com/dfWlR7elky