ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀ ସନ୍ତୋଷ ଗଙ୍ଗୱାର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଏକ୍ସ ପୋଷ୍ଟରେ କହିଛି;
ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀ @santoshgangwar ପ୍ରଧାନମନ୍ତ୍ରୀ @narendramodi ସହ ବୈଠକ କରିଛନ୍ତି। ଅଧିକ ପଢନ୍ତୁ
Governor of Jharkhand, Shri @santoshgangwar, had a meeting with PM @narendramodi. pic.twitter.com/JALM2rm9hE
— PMO India (@PMOIndia) August 3, 2024