ପ୍ରକାଶ ପାଇବାକୁ ଯାଉଛି ଓଡିଶା 10ମ ଶେଣୀ ପରୀକ୍ଷା ଫଳ

ପ୍ରକାଶ ପାଇବ ଓଡିଶା 10ମ ଶେଣୀ ପରୀକ୍ଷା ଫଳ

ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଓଡିଶା ହାୟର ସେକେଣ୍ଡାରି ଏଡୁକେସନ୍ 10 ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ 2023/2024 ଶିକ୍ଷା ବର୍ଷ ବୋର୍ଡ ପରିକ୍ଷା ର ପରୀକ୍ଷାଫଳ ପ୍ରକାଶ କରିବାକୁ ଯାଉଛ ଓ ପିଲାମନଙ୍କର ମଧ୍ୟରେ ଉତ୍ସାହ ଦେଖା ଦେଇଛି ସେମାନେ ଚାହିଁ ବସିଛନ୍ତି ।
ତେଣୁ ବୋର୍ଡ ପକ୍ଷରୁ ନୂଆ ସୂଚନା ଦିଆଯାଇ ଥିଲା ଓ କେଉଁ ତାରିଖା ରେ ଏହା ପ୍ରକାଶ ପାଇବ ତାହା ମଧ୍ୟ ନୋଟିସ୍ ଜାରୀ କରିବ ।
ବର୍ତମାନ୍ ସୁଦ୍ଧା ଯାହା ତଥ୍ୟ ଅଛି କି ଦଶମ ଶ୍ରେଣୀର ପିଲା ମାନଙ୍କର ଖାତା ମୂଲ୍ୟାଙ୍କନ ପୁରା ସରି ଯାଇଛି ।ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ପରୀକ୍ଷା ଗତ ଫେବ୍ରୁୟାରୀ ଫେବୃଆରୀ 20 ରୁ ମାର୍ଚ ମାସ ଏବଂ ମାର୍ଚ୍ଚ 4 ରେ ସାରିଥିଲା ।ତେଣୁ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଆମ୍ଭେ ନେଇ ଆସିଛୁ ଏକ ବଡ଼ ଅପଡେଟ ।ଆସନ୍ତୁ ଆମେ କହିବୁ ସଠିକ ଖବର କେବେ ଓ କେତେବେଳେ ଓ କେଉଁ ୱେବସାଇଟ ରେ ଆପଣମାନେ 2024 ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ଫଳ ବିଷୟରେ ଜାଣି ପାରିବେ ।ପରୀକ୍ଷାଫଳ Odisharesult.nic.inbseodisha.nic.in ରେ ପ୍ରକାଶିତ ହେବ ।
ଏବର୍ଷ ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ସମୁଦାୟ ଛାତ୍ର ଛାତ୍ରୀ ସଂଖ୍ୟା 5,52,61 ଅଟେ । ବିଶେଷ ସୂତ୍ର ରୁ ପ୍ରକାଶ ଯେ BSE ରେଜଲ୍ଟ 29 ଅପ୍ରେଲ କିମ୍ବା ମାର୍ଚ ମାସ 1 ତାରିଖରେ ପ୍ରକାଶ ପାଇବ ବୋଲି ଆଶା କରାଯାଏ ।ରେଜଲ୍ଟ ପ୍ରକାଶ ପାଇଲା ପରେ ଅନ୍ୟାନ୍ୟ ଯାହା କିଛି ତ୍ରୁଟି କିମ୍ବା ମାର୍କ ନେଇ ଯଦି ପିଲା କିମ୍ବା ଅଭିଭାବକ ମାନଙ୍କ ରେ କୌଣସି ସଂଶୟ ରହିଲା ତେବେ ସେମାନେ ପୁଣି ମୂଲ୍ୟାଙ୍କନ ପାଁଇ ଆବେଦନ କରି ପାରିବେ । ଆବେଦନ କରିଥିବା ଖାତା ର ମାର୍କ ଯଦି ବଢେ ତେବେ ବଢ଼ିଥିବା ମାର୍କ ମାର୍କସିଟ୍ ରେ ଆସିବ ଯଦି କମିଯାଏ ତାହାଲେ ପୂର୍ବ ରୁ ଯେଉଁ ମାର୍କ ଥିଲା ତାହା ହିଁ ରହିବ ।
ଆସନ୍ତା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ତାରିଖ ପ୍ରକାଶ ପାଇବା ପୂର୍ବରୁ ପ୍ରେସମିଟି ହେବ ଯାହା ଫଳରେ ସର୍ବସାଧାରଣ ସୂଚନା ପାଇ ପାରିବେ ।ଆଗକୁ ନିର୍ବାଚନ ଏହାକୁ ଆଖିଆଗରେ ରଖି ସରକାର ଏହି ବିଷୟରେ ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ମାର୍କ ଟେବୁ ଲେସନ କାର୍ଯ୍ୟ ଚଳୁଅଛି ଓ ପ୍ରାୟ ଆସନ୍ତା ମାସ ଏପ୍ରିଲ 9 ରୁ 10 ଭିତରେ ପ୍ରକାଶ ପାଇପାରେ ।
0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x