ଡାକଘର ସ୍କିମ୍ : ଏହି ସ୍କିମ୍ ରେ ଦିନକୁ ୨୫୦ ଟଙ୍କା ନିବେଶ କରି ୪୦ ବର୍ଷ ବୟସ ରେ ୨୪ ଲକ୍ଷ ଟଙ୍କାର ମାଲିକ ହୁଅନ୍ତୁ ।ମାତ୍ର 15 ବର୍ଷ ଅବଧି ।ଅଧିକ ଜମା କରନ୍ତୁ ଅଧିକ ପାଆନ୍ତୁ।
ଡାକଘର ଯୋଜନା: ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ ସ୍କିମ ଅଧୀନରେ ୨୪ ଲକ୍ଷ ଟଙ୍କା ପାଇବାକୁ ହେଲେ ଆପଣଙ୍କୁ ପ୍ରତିଦିନ ମାତ୍ର ୨୫୦ ଟଙ୍କା ସଞ୍ଚୟ କରିବାକୁ ପଡିବ । ଅର୍ଥାତ୍ ଆପଣଙ୍କୁ ୧୫ ବର୍ଷ ପାଇଁ ପ୍ରତି ମାସରେ ୭,୫୦୦ ଟଙ୍କା ନିବେଶ କରିବାକୁ ପଡିବ । ପିପିଏଫ ଖାତାଧାରୀଙ୍କୁ ଏହି ସବୁ ଋଣ ସୁବିଧା ମିଳିଥାଏ । ଆପଣଙ୍କ ପିପିଏଫ ଆକାଉଣ୍ଟରେ ଜମା ହୋଇଥିବା ରାଶି ଆଧାରରେ ଆପଣ ଙ୍କୁ ଋଣ ମିଳିଥାଏ । ଅନ୍ୟ ଋଣ ତୁଳନାରେ ଏହି ଋଣ ଶସ୍ତା
ଯେହେତୁ ସମସ୍ତେ ସୁରକ୍ଷିତ ନିବେଶ ଯୋଜନାରେ ନିବେଶ କରିବାକୁ ପସନ୍ଦ କରନ୍ତି ଏବଂ ଅଧିକ ରିଟର୍ଣ୍ଣ ମଧ୍ୟ ପାଆନ୍ତି, ଏହି ଡାକଘର ଯୋଜନା ଆପଣଙ୍କ ପାଇଁ ଲାଭଦାୟକ ନିଶ୍ଚୟ ହେବ । ଯେଉଁମାନେ ନିଜର ଟଙ୍କାକୁ ସୁରକ୍ଷିତ ରଖିବା ସଙ୍ଗେ ସଙ୍ଗେ ସରକାରୀ ଯୋଜନାରୁ ନିଶ୍ଚିତ ଲାଭ ପାଇବା କୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଯୋଜନା ଲାଭଦାୟକ ଅଟେ ।
ଅନ୍ୟନ ଡାକଘର ସ୍କିମ୍ ମଧ୍ୟରେ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍ (ପିପିଏଫ୍) ଏଭଳି ନିବେଶକଙ୍କ ପାଇଁ ଏକ ଉତ୍ତମ ବିକଳ୍ପ। ଏହି ଯୋଜନା ସମସ୍ତ ବ୍ୟାଙ୍କରେ ଉପଲବ୍ଧ । ଏହି ସ୍କିମ୍ ଅଧୀନରେ ଆପଣଙ୍କୁ ବାର୍ଷିକ ଅତି କମରେ ୫୦୦ ଟଙ୍କା ନିବେଶ କରିବାକୁ ପଡିବ ଏବଂ ଏଥିରେ ୭.୧ ପ୍ରତିଶତ ସୁଧ ମିଳିବ । ଏହି ସ୍କିମ୍ ପାଇଁ ସର୍ବାଧିକ ବାର୍ଷିକ ସୀମା ୧.୫ ଲକ୍ଷ ଟଙ୍କା ରହିଛି। ଏହି ପିଏଫ ସ୍କିମରୁ ଆପଣ ଟିକସ ମଧ୍ୟ ସୁବିଧା ପାଇପାରିବେ ।
କିପରି ପିପିଏଫ ଅଧୀନରେ ୨୪ ଲକ୍ଷରୁ ଅଧିକ ଟଙ୍କା ଜମା କରିବେ
ଏହା ଏକ (କର ଛାଡ଼) ବର୍ଗ ସ୍କିମ୍ ବର୍ଗ ରେ ଅଟେ । ଯେଉଁମାନେ ଏହି ସ୍କିମ୍ ଅଧୀନରେ ନିବେଶ କରନ୍ତି, ସେମାନଙ୍କୁ ନିଜ ନିଜ ଏହି ନିବେଶ ରାଶି ଉପରେ ଟିକସ ଦେବାକୁ ପଡ଼ିବ ନାହିଁ। ଏହା ସମ୍ପୂର୍ଣ୍ଣ ଟିକସ ମୁକ୍ତ। ଏହାଦ୍ୱାରା ଆପଣ ନିବେଶ, ରିଟର୍ଣ୍ଣ ଏବଂ ମାଚୁରିଟି ରାଶି ଉପରେ ଟିକସ ସେଭ କରିପାରିବେ ।
କିପରି ପିପିଏଫ ଜରିଆରେ ଋଣ ନେବେ ?
ଏହି ଯୋଜନା ରେ ପିପିଏଫ ଖାତାଧାରୀଙ୍କୁ ମଧ୍ୟ ଋଣ ସୁବିଧା ମିଳିଥାଏ
ଆପଣଙ୍କ ପିପିଏଫ ଆକାଉଣ୍ଟରେ ଜମା ହୋଇଥିବା ରାଶି ଆଧାରରେ ଆପଣ ଙ୍କୁ ଋଣ ମିଳିଥାଏ । ଅନ୍ୟ ଋଣ ତୁଳନାରେ ଏହି ଋଣ ଶସ୍ତା । ନିୟମ ଅନୁଯାୟୀ ପିପିଏଫ ଋଣ ଉପରେ ସୁଧ ହାର ପିପିଏଫ ଆକାଉଣ୍ଟର ସୁଧ ହାର ଠାରୁ ମାତ୍ର ୧ ପ୍ରତିଶତ ଅଧିକ । ଅର୍ଥାତ ଯଦି ଆପଣ ପିପିଏଫ ଆକାଉଣ୍ଟ ଉପରେ ୭.୧ ପ୍ରତିଶତ ସୁଧ ନେଉଛନ୍ତି ତେବେ ଆପଣଙ୍କୁ ଋଣ ନେବା ଉପରେ ୮.୧ ପ୍ରତିଶତ ସୁଧ ଦେବାକୁ ପଡିବ ।
ଡାକଘର ମାସିକ ଆୟ ଯୋଜନା (ଏମଆଇଏସ)
ଆଉ ଏକ ଭଲ ଡାକଘର ଯୋଜନା ହେଉଛି ଡାକଘର ଏମଆଇଏସ । ଏହି ସରକାରୀ ଯୋଜନାରେ ସିଙ୍ଗଲ ଓ ଯୁଗ୍ମ ଆକାଉଣ୍ଟ ସୁବିଧା ଉପଲବ୍ଧ ରହିଛି। ଗୋଟିଏ ଆକାଉଣ୍ଟରେ ସର୍ବାଧିକ ୯ ଲକ୍ଷ ଟଙ୍କା ଏବଂ ଯୁଗ୍ମ ଆକାଉଣ୍ଟରେ ସର୍ବାଧିକ ୧୫ ଲକ୍ଷ ଟଙ୍କା ଜମା କରାଯାଇପାରିବ। ଆପଣଙ୍କ ଜମା ରାଶି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଏ ଏବଂ ଆପଣ ପ୍ରତି ମାସରେ ସୁଧ ରୁ ରୋଜଗାର କରି ପାରିବେ ।
ବର୍ତ୍ତମାନ ଡାକଘର ଏହି ସ୍କିମ୍ ଉପରେ ୭.୪ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରୁଛି
ଯୁଗ୍ମ ଆକାଉଣ୍ଟ ଜରିଆରେ ଆପଣ ପ୍ରତି ମାସରେ ୯,୨୫୦ ଟଙ୍କା ରୋଜଗାର କରିପାରିବେ । ଏହି ସ୍କିମ୍ ରେ ଆପଣ ମେକ୍ସିମୁ ପାଇଁ ଟଙ୍କା ଜମା କରିପାରିବେ | ଶୀଘ୍ର ଶୀଘ୍ର ଆପଣଙ୍କ ନିକଟସ୍ତ ପୋଷ୍ଟ ଅଫିସି ଜନ୍ତୁ ଓ ଭାବିଷୟତ ସୁନିଶ୍ଚିତ କରନ୍ତୁ