ଆଜିର ଦିନ ଟି ବହୁତ ସ୍ମରଣୀୟ ଦିନଟିଏ କାରଣ ଆପଣଙ୍କର ମନେ ତ ଥିବ ତଥାପି ମୁଁ ଟିକେ ମାନେ ପକେଇ ଦିଏ ।
ଆଜିର ଦିନରେ ସମଗ୍ର ବିଶ୍ୱରେ ବିଶିଷ୍ଟ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ଲିଟିଲ ମାଷ୍ଟର ସଚିନ୍ ତେନ୍ଦୁଲକର ଙ୍କର ଜନ୍ମ ଦିବସ ସେ 24 ଏପ୍ରିଲ 1973 (ବୟଷ 51)ରେ ଜନ୍ମ ଗ୍ରହଣ କରିଥିଲେ ।
ବମ୍ବେ , ମହାରାଷ୍ଟ୍ର , ଇଣ୍ଡିଆ ଡାହାଣ ହାତି ରେ ବ୍ୟାଟସମ୍ୟାନ,ଲେଗ୍ ସ୍ପିନର ଡାହାଣ ହାତି ବୋଲିଂ ରେ ବିମୋହିତ କରି ଛନ୍ତି ବିଶ୍ଵ ର ସମଗ୍ର କ୍ରିକେଟ ପ୍ରେମୀ ଙ୍କୁ ।
ତାଙ୍କ ବାପା ନାମ ଆପଣ ଜାଣିଥିବେ
ରମେଶ ତେନ୍ଦୁଲକର (18 ଡିସେମ୍ବର 1930 – 19 ମଇ 1999) ଜଣେ ଭାରତୀୟ ମରାଠୀ କବି ତଥା ଉପନ୍ୟାସିକ ଥିଲେ। ତାଙ୍କର ବି ବହୁତ୍ ପ୍ରସଂଶକ ଅଛନ୍ତି। ଜାଣେ ଶିକ୍ଷିତ ଓ ଦରଦୀ ମନିଷ ।
ପୁଅ ସଚିନ 18 ବର୍ଷ ବୟସ ରେ ସେ ସମଗ୍ର୍ ଭାରତୀୟ ମାନଙ୍କ୍ ହୃଦୟ ରେ ରାଜ କରିଥିଲେ ଯାହା ଆଜିବି ଲୋକଙ୍କ ମନ ରେ ଶୁଭ୍ରତାରେ ଚିର ପରିଚିତ ବାସ୍ନା ବିଞ୍ଚି ବିଞ୍ଚି ଏଯାବତ ଭାରତୀୟ ଝୁରୁଛନ୍ତି । ସଚିନଙ୍କର ଜଣେ ବଡ଼ ପ୍ରଶସଂକ ଅଛନ୍ତି ଆପଣ ତାହା ଜାଣନ୍ତି କି ? ସେ ହେଲେ ଅଞ୍ଜଳୀ କାରଣ ସେ ପ୍ରଶାସକଙ୍କ ମାନଙ୍କ ମଧ୍ୟରେ ଥଲେ ଭିନ୍ନ କାରଣ ପ୍ରସଂଶା ଭିତରେ ସେ ତାଙ୍କୁ (ସଚିନ୍ )ହୃଦୟ ଦେଇ ବସିଥିଲେ ।
ଯଦିଓ ବୟସ ରେ ଟିକେ ଅଧିକ ଥିଲେ କିନ୍ତୁ ପ୍ରେମ ଆଗରେ ବୟସ ହାର୍ ମାନିବାକୁ ପ୍ରସ୍ତୁତ ଥିଲା ଓ ସେ ସଚିନ ଙ୍କୁ ବିବାହ କରିନେଇଥିଲେ ।ସାତ ଆଠ ବୟସ ରେ ସଚିନ ଉଭୟ ଟେନିସ ଓ କ୍ରିକେଟ କୁ ଭଲ ପାଉଥିଲେ କିନ୍ତୁ ତାଙ୍କ ବଡ ଭାଇ ଅଜିତ ତାଙ୍କୁ 1984 ରେ ତାଙ୍କୁ କ୍ରିକେଟ ରେ ଭଲ ଭାବରେ ପରିଚିତ କରାଇଥିଲେ ଓ କୋଚ୍ ରମାକାନ୍ତ ବିଠଲ୍ ଙ୍କ ର ଶିଷ୍ୟ ବନି ଥିଲେ କ୍ରିକେଟ କୁ ପୁରା ପୁରି ଭାବରେ ଜୀବନ ବଡ କ୍ୟାରିୟର ଆରମ୍ଭ କରିଥିଲେ ।