ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରାକୁ ସୁରକ୍ଷିତ ଓ ସୁରୁଖୁରୁରେ କରିବାରେ ସମସ୍ତେ ନିଆରା ଅବଦାନ ରଖିଛନ୍ତି – ଗୃହମନ୍ତ୍ରୀ
ଚଳିତ ବର୍ଷ ୫୨ ଦିନ ଧରି ଚାଲିଥିବା ପବିତ୍ର ଯାତ୍ରାରେ ୫.୧୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ପରିଦର୍ଶନ କରିଛନ୍ତି, ଯାହା କି ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ।
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଶ୍ରୀ ଅମରନାଥ ଯାତ୍ରାକୁ ସଫଳ ଭାବରେ ସମ୍ପନ୍ନ କରିଥିବାରୁ ସମସ୍ତ ସୁରକ୍ଷା କର୍ମୀ
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଶ୍ରୀ ଅମରନାଥ ଯାତ୍ରାକୁ ସଫଳ ଭାବରେ ସମ୍ପନ୍ନ କରିଥିବାରୁ ସମସ୍ତ ସୁରକ୍ଷା କର୍ମୀ, ଶ୍ରୀ ଅମରନାଥ ଜୀ ଶ୍ରାଇନ୍ ବୋର୍ଡ, ଜମ୍ମୁ-କସ୍ମୀର ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି।
ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହା କହିଛନ୍ତି ଯେ ଶ୍ରୀ ଅମରନାଥ ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି । ଚଳିତ ବର୍ଷ ୫୨ ଦିନ ଧରି ଚାଲିଥିବା ପବିତ୍ର ଯାତ୍ରାରେ ୫.୧୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ପରିଦର୍ଶନ କରିଛନ୍ତି, ଯାହା କି ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ। ଏହି ତୀର୍ଥଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀ ଶାହା ସମସ୍ତ ସୁରକ୍ଷା କର୍ମୀ, ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ, ଜମ୍ମୁ-କଶ୍ମୀର ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ରଥଯାତ୍ରାକୁ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ସୁରୁଖୁରୁରେ କରିବାରେ ସମସ୍ତେ ଅନନ୍ୟ ଅବଦାନ ରଖିଛନ୍ତି ବୋଲି ସେ କହିଛନ୍ତି। ବାବା ସମସ୍ତଙ୍କ ଉପରେ ଆଶୀର୍ବାଦ ରଖନ୍ତୁ ବୋଲି ସେ କହିଛନ୍ତି। ଜୟ ବାବା ବରଫନୀ। ଅଧିକ ପଢନ୍ତୁ
श्री अमरनाथ जी की पवित्र यात्रा सफलतापूर्वक संपन्न हुई। 52 दिनों तक चली इस पवित्र यात्रा में इस बार रिकॉर्ड 5.12 लाख से अधिक तीर्थयात्रियों ने बाबा के दर्शन किये, जो कि बीते 12 वर्षों की सर्वाधिक संख्या है।
— Amit Shah (@AmitShah) August 21, 2024
इस यात्रा को सफल बनाने के लिए हमारे सभी सुरक्षा कर्मियों, श्री अमरनाथ जी…