ଆଜିର ଯୁଗ ଘଟଣା ବହୁଳ ଓ ସମଗ୍ର ଭାରତ ହେଉ କିମ୍ବା ପୃଥିବୀ ହେଉ ପ୍ରତି ସକେଣ୍ଡ ସମସ୍ତଙ୍କ ପାଇଁ ବହୁତ ଗୁଡିଏ ସମ୍ଭାବନା କଉଠି ନା କଣ ଯେ ଘଟୁଛି ତାହା କେବଳ ସେହି ମାନେ ଜାଣନ୍ତି ଯାହା ପକେଟ ରେ ଗୋଟିଏ ଗୋଟିଏ ମୋବାଇଲ ଅଛି | ଏହି ଇଣ୍ଟର୍ନେଟ ଗୁଗ ରେ କିଛି ସେକେଣ୍ଡ ହେଉ କିମ୍ବା ଏକ ମିନିଟ ହେଉ ପୃଥିବୀ ରେ ଯାହା ଘଟୁଛି ତାହା ମୋବାଇଲ୍ ରୁ ମୋବାଇଲ ଘୁରି ବୁଲୁଛି | ଆମରି ମାନକ ଭିତରେ କିଛି ଅଛନ୍ତି ଦର୍ଶକ ଆଉ କିଛି କ୍ରେଟର ବା ଯେଉଁମାନେ ଯାବତିୟ ଘଟଣା କୁ ମୋବାଇଲ୍ ହେଉ କିମ୍ବା ୱେବସାଇଟ ହେଉ ସେହିଥିରେ ଅପଲୋଡ କରି କରିଥାନ୍ତି | ଆପଣଙ୍କ ଏହି ଆର୍ଟିକଲ୍ ରେ ମୁଁ ସେହି ରୋଜଗାର ବିଷୟରେ କିଛି ସମକ୍ୟ ଧାରଣା ଦେବାକୁ ଯାଉଛି | ତେବେ ଆସନ୍ତୁ ମନ ଦେଇ ଏହି ଆର୍ଟିକଲ୍ ଟି କୁ ପଢିବା |
କଥାରେ କହନ୍ତି ଯଦି ଆପଣ ଯେ କୌଣସି କାମ କରୁଛନ୍ତି ତାହା ଆପଣ କିଛି ଦିନ ଧରି ହେଉ କିମ୍ବା କିଛି ମାସ ଧରି କରୁଛନ୍ତି କିମ୍ବା କିଛି ବର୍ଷ ଧରି କରୁଛନ୍ତି ସେଥିରେ ଆପଣ ଅଭ୍ୟସ୍ତ ହେଇଯାଉଛନ୍ତି ଓ ସେଥିରୁ ମଧ୍ୟ ଆପଣ ବହୁତ ଦକ୍ଷତା ହାସଲ କରୁଛନ୍ତି |ଏଇ ମନେମକର ଆପଣ ପାରିବା ଚାଷ କରି ଆସୁଛନ୍ତି ଓ ତାହା ବଜାରରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି ଓ ସ୍ଵବଲମ୍ବୀ ହୋଇପାରୁଛନ୍ତି | ଆପଣ ଗୋଟେ କଥା ଭୁଲି ଯାଉଛନ୍ତି ଜେ ଆପଣ ଚାଷ ସହ ଚାଷ କରିବାର ଯେଉଁ ଉପାୟ ବ ପଦ୍ଧତି ଅବଲମ୍ବନ କରି ଚାଷ କଲେ ସେଥିରୁ ଗୋଟେ ଦକ୍ଷତା ହାସଲ କରିପାରିଲେ ଓ ଲୋକମାନଙ୍କୁ ସେହି ଜ୍ଞାନ ବାଣ୍ଟିବାର ଅସୁବିଧା ରହିଲା କେଉଁଟି ? ବୟସ ବଢିବା ସହ ନିଜର ଜ୍ଞାନ ତ କୁଆଡେ ଗଲା ନାହି |ତା ପରେ ଆସିଲା ବାଣ୍ଟିବାର ବୟସ | ଗୋଟେ କଥା ହେଲା ମହାତ୍ମା ଗାନ୍ଧୀ କହି ଥିଲେ ଯାହା ନିଜେ କଳରୁଛନ୍ତି ଓ ନିଜେ ପରୀକ୍ଷା କରିଛନ୍ତି ତାହା ଅନ୍ୟ ମାନ ଙ୍କୁ କହିବାର କିଛି ଅସୁବିଧା ନାହି | ଉଦାହରଣ ମହାତ୍ମା ଗାନ୍ଧୀ ଲୁଣ ଖାଇବା ଛାଡି ଦେଲେ ଓ ନିଜ ସ୍ତ୍ରୀ ଙ୍କୁ ଲୁଣ ଛାଡି ବାକୁ କହିଲେ ତାଙ୍କ ସ୍ତ୍ରୀ ମଧ୍ୟ ଲୁଣ ଛାଡି ଦେଲେ କାରଣ ଯିଏ ଯେଉଁ କମ କ୍ଲାରିଥିବ ଓ ତାର ସେ ବିଷୟର ନଲେଜ ଥିବ ସେହି କଥା ଲୋକ ମଧ୍ୟ ମାନିବେ | ବର୍ତମାନ ଲବ ହାସଦା କଥା କହିବା ପ୍ରଥମେ ଓଡ଼ିଶା ରେ ବୁଲି ବୁଲି ବ୍ଲଗିଂ କରୁଥିଲେ |ପ୍ରଥମେ ଲୋକ ତାଙ୍କୁ ଦେଖିଲେ ଓ ପରେ ପରେ ଏତେ ବିଶ୍ବାସ କରି ଗଲେ ଯେ ସେ ଏବେ ଓଡ଼ିଶା ବିଖ୍ୟାତ ନୁହ ଭାରତ ବିଖ୍ୟାତ ହୋଇଗଲେଣି | ଭଲ ରୋଜଗାର ସହ ଦେଶ ବିଦେଶ ପରି ଭ୍ରମଣ କରି ନିଜ ଜୀବନକୁ ଗୋଟେ ପରିଚୟ ସୃଷ୍ଟି କରି ପାରିଛନ୍ତି |
ନିଜକୁ ଦୁନିଆ ଆଗରେ ପ୍ରଚାର ପ୍ରସାର କରିବାକୁ ଆଜିକ ଜମାନା ରେ ଖୁସମତ କରିବାକୁ ପଡୁ ନାହି | ସୁଷିଆଲ ମିଡ଼ିଆ ଯୁଗ ନିଜର ଦକ୍ଷତା କୁ ବାଣ୍ଟିବା ପାଇ ଗୋତ୍ର ବିରାଟ ପ୍ଲାଟ ଯୂଟ୍ଯୂବ୍ ,ଫେସବୁକ୍ଫ,ଇନଷ୍ଟଶଗ୍ରାମ ଇତ୍ୟାଦି ଯେଉଁ ମାଧ୍ୟମ ଅଛି ତାହା କୁ ଯଦି ଜଣ ଭାଷଳ ଭାବରେ ଉପଯୋଗ କରେ ତାହା ଦୁଖ ଅଚିରେ ଦୂର ହୋଇଯିବ ଓ ରାତାରାତି ଲକ୍ଷ ପାଟି ହେବାର ସନ୍ଧେହ ନାହି ଶେଷରେ ଆମ୍ଭେ ଅପଣମାନଙ୍କୁ କହୁ ଅଛୁ ଯେ ଆପଣଙ୍କର ଦକ୍ଷତା କୁ ନଷ୍ଟ କରି ବାକୁ ଦିଅନ୍ତୁ ନାହି ତାହା ସମାଜର ବହୁତ ଉପକାର ରେ ଆସିବା |