ଆକାଶ ଏଜୁକେସନଲ ସର୍ଭିସେସ୍ ଲିମିଟେଡରେ ମଣିପାଲ ହେଲଥ ସିଷ୍ଟମ ପ୍ରାଇଭେଟ ଲିମିଟେଡ ଏବଂ ଏମଇଏମଜି ଫ୍ୟାମିଲି ଅଫିସ ଏଲଏଲପି ଦ୍ୱାରା ଅଧିଗ୍ରହଣକୁ ସିସିଆଇ ଅନୁମୋଦନ କରିଛି

ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ଆକାଶ ଏଜୁକେସନଲ ସର୍ଭିସେସ୍ ଲିମିଟେଡରେ ମଣିପାଲ ହେଲ୍ଥ ସିଷ୍ଟମ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏମ୍ଇଏମ୍ଜି ଫ୍ୟାମିଲି ଅଫିସ୍ ଏଲ୍ଏଲ୍ପିକୁ ଅଧିଗ୍ରହଣ କୁ ଅନୁମୋଦନ କରିଛନ୍ତି।

ମଣିପାଲ ହେଲଥ ସିଷ୍ଟମ ପ୍ରାଇଭେଟ ଲିମିଟେଡ (ଆକ୍ୱାର-୧) ଭାରତରେ ରହୁଥିବା ଏକ କମ୍ପାନୀ ଯାହା ଡାକ୍ତରଖାନା ଚଳାଇବା/ ପରିଚାଳନା କରିବା ଏବଂ ସ୍ୱାସ୍ଥ୍ୟସେବା ଯୋଗାଇବା ବ୍ୟବସାୟରେ ନିୟୋଜିତ ।

ଭାରତରେ ଗଠିତ ଏମଇଏମଜି ଫ୍ୟାମିଲି ଅଫିସ ଏଲଏଲପି (ଅଧିଗ୍ରହଣକାରୀ-୨) ହେଉଛି ଏକ ସୀମିତ ଦାୟିତ୍ୱ ଭାଗିଦାରୀ ସଂସ୍ଥା ଏବଂ ଶେଷରେ ପାଇ ଫ୍ୟାମିଲି ଗ୍ରୁପ୍ ଅଧୀନରେ ରହିଛି । ଅଧିଗ୍ରହଣକାରୀ-୨ ଭାରତରେ କନସଲଟାନ୍ସି ସେବା ଯୋଗାଇବାରେ ନିୟୋଜିତ ।

ଟାର୍ଗେଟ୍ (ଟ୍ରାଞ୍ଜାକ୍ସନ୍ -୨) ର ନିର୍ଦ୍ଦିଷ୍ଟ ଇକ୍ୱିଟି ସେୟାର ହସ୍ତାନ୍ତର କରିବାକୁ ଦାବି କରିବାର ଅଧିକାର

ଟାର୍ଗେଟ୍ (ଟ୍ରାଞ୍ଜାକ୍ସନ୍ -୨) ର ନିର୍ଦ୍ଦିଷ୍ଟ ଇକ୍ୱିଟି ସେୟାର ହସ୍ତାନ୍ତର କରିବାକୁ ଦାବି କରିବାର ଅଧିକାର [ଟ୍ରାଞ୍ଜାକ୍ସନ -୧ ଏବଂ ଟ୍ରାଞ୍ଜାକ୍ସନ -୨, ମିଳିତ ଭାବରେ, ଯାହାକୁ ‘ନୋଟିଫାଏଡ୍ ଟ୍ରାଞ୍ଜାକ୍ସନ୍’ ବୋଲି କୁହାଯାଏ)।

ସିଇପିଏଲ୍ ହେଉଛି ଏନଟିସିପିଏଲର ମୂଳ/ହୋଲ୍ଡିଂ ସଂସ୍ଥା ।

ଏନଟିସିପିଏଲ ହେଉଛି ସିଆରପିଏଲର ମୂଳ ସଂସ୍ଥା । ଏନଟିସିପିଏଲ ବିଜନେସ ଅନବୋର୍ଡିଂ ଏବଂ ଇଣ୍ଟିଗ୍ରେସନ ସର୍ଭିସ ପ୍ରଦାନ ର ବ୍ୟବସାୟ ଆରମ୍ଭ କରିବ ।

ସିଆରପିଏଲ ଆମାଜନ ଇଣ୍ଡିଆ ମାର୍କେଟପ୍ଲେସରେ ଗ୍ରାହକଙ୍କୁ ବି୨ସି ଏବଂ ବି୨ବି ପ୍ରଡକ୍ଟ ବିକ୍ରି ରେ ନିୟୋଜିତ ଅଛି ।

ଏହାପରେ ସିସିଆଇର ବିସ୍ତୃତ ନିର୍ଦ୍ଦେଶ ଆସିବ। ଅଧିକ ପଢନ୍ତୁ 

0 0 votes
Article Rating
Subscribe
Notify of
guest
0 Comments
Oldest
Newest Most Voted
Inline Feedbacks
View all comments
0
Would love your thoughts, please comment.x
()
x